କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବିଡିଓଙ୍କୁ ମାଡ଼ ପ୍ରତିବାଦରେ ଆସନ୍ତାକାଲିଠାରୁ କଳାବ୍ୟାଜ୍‌ ପିନ୍ଧିବ ଜିଲ୍ଲା OAS ସଂଘ, ମଙ୍ଗଳବାରଠାରୁ କଲମ ଛାଡ଼ ଆନ୍ଦୋଳନ: ଜିଲ୍ଲା OAS ସଂଘ ସଭାପତି ଭକ୍ତ ଚରଣ ପ୍ରଧାନ