ଓଡ଼ିଶା ବନ୍ଦକୁ ସମର୍ଥନ ଜଣାଇ ମାଓବାଦୀଙ୍କ ଅଡିଓ ଟେପ୍ ଜାରି, ଟେପ୍‌ରେ କୋରାପୁଟର ବରିଷ୍ଠ ପୋଲିସ ଅଧିକାରୀଙ୍କ ବଦଳି ଦାବି, ୧୨ ଘଣ୍ଟା ପରିବର୍ତ୍ତେ ୪୮ ଘଣ୍ଟା ବନ୍ଦ ପାଳନ ଲାଗି ଟେପ୍‌ରେ ଆହ୍ୱାନ