ରାଜ୍ୟ ସରକାରୀ କର୍ମଚାରୀଙ୍କର ୨% ମହଙ୍ଗା ଭତ୍ତା ବୃଦ୍ଧି କଲେ ସରକାର,୨% ବୃଦ୍ଧି ପରେ ମହଙ୍ଗା ଭତ୍ତା ୫ରୁ ୭%କୁ ବଢ଼ିଲା, ବର୍ଦ୍ଧିତ ମହଙ୍ଗା ଭତ୍ତା ପିଛିଲା ଭାବେ ଜାନୁଆରୀ ପହିଲାରୁ ଲାଗୁ ହେବ, ସଂଶୋଧିତ ହାରରେ ପେନସନ୍‌ ପାଉଥିବା ପେନସନ ଭୋଗୀଙ୍କ ଟିଆଇ ୨% ବୃଦ୍ଧି, ଅଣସଂଶୋଧିତ ପେନସନ୍ ଭୋଗୀଙ୍କ ଟିଆଇ ୩% ବୃଦ୍ଧି