ପାରାଦୀପ: ଦୁଇ ଶ୍ରମିକ ସଂଗଠନ ମଧ୍ୟରେ ବିବାଦ କାରଣରୁ ଉତ୍ତେଜନା, ଏସାର ଷ୍ଟିଲ ପ୍ଲାଣ୍ଟ ଫାଟକ ଆଗରେ ୧୪୪ ଧାରା ଜାରି, ଗୋଟିଏ ଶ୍ରମିକ ସଂଗଠନକୁ କମ୍ପାନୀ ସ୍ୱୀକୃତି ପ୍ରଦାନ କରିଥିବା ସୂଚନା, ଅନ୍ୟ ଏକ ଶ୍ରମିକ ସଂଗଠନର ଆନ୍ଦୋଳନ ଡାକରା ଯୋଗୁଁ ବିବାଦ, ସମ୍ଭାବ୍ୟ ଗଣ୍ଡଗୋଳ ଆଶଙ୍କାରେ ପ୍ରଶାସନ ପକ୍ଷରୁ ୧୪୪ ଧାରା ଜାରି

Bad_web-750x500

Rakesh Mallick
  • Published: Tuesday, 26 June 2018
  • , Updated: 26 June 2018, 07:20 AM IST

Related story