ପାରାଦୀପ: କାଜୁ ଟେଣ୍ଡର ବିବାଦକୁ କେନ୍ଦ୍ର କରି ନୂଆଗାଁରେ ଜଣଙ୍କ ଘର ଉପରକୁ ୨ଟି ବୋମାମାଡ଼ କରି ଦୁର୍ବୃତ୍ତ ଫେରାର; ଘରର କବାଟ ସାମାନ୍ୟ କ୍ଷତିଗ୍ରସ୍ତ, ଗୋଟିଏ ଅଫୁଟା ବୋମା ଜବତ