ବହୁ ଚର୍ଚ୍ଚିତ ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ମାମଲା: ପୁଞ୍ଜିଲାଲ ଟ୍ରେନରେ କଣ୍ଟାବାଞ୍ଜିରୁ ରାୟପୁର ଯାଇଥିବା ପ୍ରମାଣ ପାଇଲା ପୋଲିସ, ଟ୍ରେନରେ ଗଲାବେଳେ କିଛି ଲୋକ ତାକୁ ଦେଖିଥିବା ସୂଚନା, ଉକ୍ତ ଲୋକଙ୍କୁ ଚିହ୍ନଟ କରାଯାଇଥିବା କ୍ରାଇମବ୍ରାଞ୍ଚ ସୂତ୍ରରୁ ସୂଚନା