ବ୍ରହ୍ମଗିରି: ଚିଲିକାରେ ୪ ମତ୍ସ୍ୟଜୀବୀ ନିଖୋଜ ଘଟଣା; ୩ ଜଣଙ୍କୁ ଉଦ୍ଧାର କଲେ ସ୍ଥାନୀୟ ଲୋକେ, କାଳବୈଶାଖୀ ବର୍ଷାରେ ଡଙ୍ଗା ଭାଙ୍ଗିଯିବାରୁ ନିଖୋଜ ହୋଇଥିଲେ, ଅନ୍ୟ ଜଣେ ନିଖୋଜଙ୍କୁ ଉଦ୍ଧାର ପାଇଁ ଉଦ୍ୟମ ଜାରି

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।