ପୁରୀ: ରଥ ନିର୍ମାଣ ଯାଞ୍ଚ ବେଳେ ସାମ୍ନାକୁ ଆସିଲା ବିଭ୍ରାଟ; ଦେବଦଳନ ରଥ ପହିରେ ଫାଟ ଥିବା କହିଲା ରଥ ନିର୍ମାଣ ଇଂଜିନିୟରିଂ କମିଟି; ଏହାସହ ତାଳଧ୍ୱଜ ରଥ ଅଖ କାଠ ମଧ୍ୟ ଦୁର୍ବଳ ଥିବା କହିଲା କମିଟି, ଉଭୟ ପହି ଏବଂ ଅଖ କାଠ ବଦଳା ଯିବାକୁ ନିଷ୍ପତ୍ତି