ପରୀ ଏକ୍ସପ୍ରେସ୍‌’ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ: ଶିଶୁ ଯୌନ ନିର୍ଯାତନା ବିରୋଧରେ ସଚେତନତା କାର୍ଯ୍ୟକ୍ରମ, ୧୫ ଦିନ ଧରି ୩୦ଟି ଜିଲ୍ଲାରେ ହେବ ସଚେତନତା କାର୍ଯ୍ୟକ୍ରମ, ଯୁନିସେଫ୍ ଓ ଓଡ଼ିଶା ପୋଲିସର ମିଳିତ ସହଯୋଗରେ ହେଉଛି କାର୍ଯ୍ୟକ୍ରମ