ପୁରୀ: କାଲି ଦିନ ୧୧ଟାରେ ଗଜପତି ମହାରାଜାଙ୍କ ଅଧ୍ୟକ୍ଷତାରେ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ବସିବ, ଆସନ୍ତା ରଥଯାତ୍ରା ଓ ରତ୍ନଭଣ୍ଡାର ଚାବି ପ୍ରସଙ୍ଗରେ ହେବ ଆଲୋଚନା