ପୁରୀ: ପୁଣି ଫେସବୁକରେ ଶ୍ରୀମନ୍ଦିର ଫଟୋ ଭାଇରାଲ୍; ନାଟମଣ୍ଡପ ଓ ଜଗମୋହନ ବାହାର ପାର୍ଶ୍ୱ ଫଟୋ ଭାଇରାଲ, ହାଇଦ୍ରାବାଦର ଆନନ୍ଦ ଗିନକିଣ୍ଟାଲ ଫେସବୁକରେ ଫଟୋ, କୀର୍ତ୍ତନ ଚକଡ଼ାରୁ ସନ୍ଧ୍ୟା ସମୟରେ ଫଟୋ ଉଠାଯାଇଛି