ପୁରୀ ସ୍ୱର୍ଗଦ୍ୱାର ଜମି ଜାଲିଆତି ମାମଲା: ପୁରୀ ତହସିଲଦାରଙ୍କ କୋର୍ଟରେ ପ୍ରକାଶ ପାଇଲା ରାୟ,୧୦.୨୫୬ ଏକର ଜମି ୨୪୦ ଜଣଙ୍କ ନାଁରେ ବେଆଇନ ଭାବେ ରହିଛି