କାଳବୈଶାଖୀ ପାଇଁ ସତର୍କ ସୂଚନା ଜାରି କଲା ପାଣିପାଗ ବିଭାଗ: ଆଜି ସକାଳ ୯.୩୦ ଯାଏଁ ୭ ଜିଲ୍ଲା ଲାଗି ସତର୍କ ସୂଚନା; ବର୍ଷା ପବନ ସହ ଘଡ଼ଘଡ଼ି ଓ କୁଆପଥର ବୃଷ୍ଟି ସମ୍ଭାବନା, ଘଣ୍ଟାକୁ ୫୦ରୁ ୬୦ କିମି ବେଗରେ ବହିବ ପବନ