କାଳବୈଶାଖୀ ବର୍ଷା, ବଜ୍ରପାତ ନେଇ ୧୭ ଜିଲ୍ଲାକୁ ସତର୍କ କଲା ଆଞ୍ଚଳିକ ପାଣିପାଗ କେନ୍ଦ୍ର: ଦିନ ଗୋଟାଏ ଯାଏଁ ୨୧ ଜିଲ୍ଲାବାସୀଙ୍କୁ ସତର୍କ ପାଇଁ ପରାମର୍ଶ; କୁଆପଥର ମାଡ଼ ସହ ୫୦ରୁ ୬୦ କିମି ବେଗରେ ବହିବ ପବନ