କାଳବୈଶାଖୀ ବର୍ଷା, ବଜ୍ରପାତ ନେଇ ସତର୍କ ସୂଚନା: ସନ୍ଧ୍ୟା ୬ ଯାଏଁ ୫ ଜିଲ୍ଲାକୁ ସାବଧାନ ରହିବାକୁ ପରାମର୍ଶ, ଝଡ଼ବର୍ଷା ସହ କୁଆପଥର ମାଡ଼ ହେବା ସମ୍ଭାବନା, ୫୦ରୁ ୬୦ କିମି ବେଗରେ ପବନ ବହିବା ସମ୍ଭାବନା