ରାଉରକେଲା: ମାଓବାଦୀ ନାଁରେ ଚାନ୍ଦା ଆଦାୟ କରୁଥିବା ୫ ବ୍ୟକ୍ତିଙ୍କୁ ଗିରଫ କଲା ବିଶ୍ରା ଥାନା ପୋଲିସ; ଗିରଫଙ୍କ ମଧ୍ୟରେ ୨ ଜଣ ପୂର୍ବତନ ମାଓବାଦୀ ଅଛନ୍ତି, ଗତ ୨୩ ତାରିଖରେ କାଳିଆପୋଷ ଠିକା କମ୍ପାନୀରେ ନିଆଁ ଲଗାଇ ଦେଇଥିଲେ