ରାଉରକେଲା: ନବଜାତ ଶିଶୁକନ୍ୟାକୁ ବେଆଇନ ହସ୍ତାନ୍ତର ନେଇ ଷ୍ଟାଫନର୍ସ ଓ ଆଶାକର୍ମୀଙ୍କ ନାଁରେ ହାତୀବାରି ଥାନାରେ ମାମଲା; ଶିଶୁଟିକୁ ଗ୍ରହଣ କରିଥିବା ଅଙ୍ଗନବାଡ଼ି କର୍ମୀ ଓ ତାଙ୍କ ସ୍ୱାମୀଙ୍କ ନାଁରେ ବି ମାମଲା ରୁଜୁ