ରାଉରକେଲା: ସୀମାନ୍ତ ଝାଡ଼ଖଣ୍ଡରେ PLFIର ୨ ସଦସ୍ୟ ଗିରଫ; ଠେଟେଇ ଟାଙ୍ଗରରେ ପୋଲିସ-PLFI ଗୁଳିବିନିମୟ ବେଳେ ଗିରଫ, ଗିରଫ ୨ ଜଣ ସୁନ୍ଦରଗଡ଼ ଲେଫ୍ରିପଡ଼ା ଅଞ୍ଚଳର