ପାଟଣାଗଡ଼: ବେଲପଡ଼ା ବ୍ଲକ ଲଥାଚେନ୍ ଗାଁ ନିକଟରେ ଟ୍ରାକ୍ଟର ଓଲଟି ୨ ଶ୍ରମିକ ମୃତ, ଜଣେ ଗୁରୁତର,ବାଲି ପାଇଁ ନଦୀକୁ ଯିବା ବେଳେ ବିଲରେ ଓଲଟିଲା ଟ୍ରାକ୍ଟର