ରାଉରକେଲା: କୋଏଲ ନଦୀରେ ବୁଡ଼ି କଲେଜ ଛାତ୍ରଙ୍କ ମୃତ୍ୟୁ; ବୈକୁଣ୍ଠ ଘାଟରେ ଗାଧୋଉ ଥିବାବେଳେ ୩ ଜଣ ବୁଡ଼ିଗଲେ, ୨ ଜଣଙ୍କୁ ଉଦ୍ଧାର କରାଗଲା, ଜଣେ ମୃତ, ମୃତକ ଜଣକ ଗୁରୁ ନାନକ ପବ୍ଲିକ ସ୍କୁଲର ଛାତ୍ର