ଉପରାଷ୍ଟ୍ରପତି ପ୍ରାର୍ଥୀ ଗୋପଳକୃଷ୍ଣ ଗାନ୍ଧିଙ୍କୁ ସମର୍ଥନ ନେଇ ବିଜେଡି ମୁଖପାତ୍ର ସମୀର ଦାସ କହିଲେ କାହାକୁ ସମର୍ଥନ ଦିଆଯିବ, ଦଳର ସଭାପତି ନିଷ୍ପତ୍ତି ନେବେ