ବର୍ଷା, ପବନ ନେଇ ସ୍ୱତନ୍ତ୍ର ରିଲିଫ୍ କମିଶନର ବିଷ୍ଣୁପଦ ସେଠୀ କହିଲେ-ମେ’ ମାସରେ ଏଭଳି ବର୍ଷା ଅସ୍ୱାଭାବିକ, ଗତ ୧୨ ଘଣ୍ଟାର ବର୍ଷାରେ କ୍ଷୟକ୍ଷତିର ସୂଚନା ନାହିଁ, ଏପ୍ରିଲରୁ ଗତକାଲି ପର୍ଯ୍ୟନ୍ତ ବଜ୍ରପାତରେ ୬୧ ଜଣଙ୍କ ମୃତ୍ୟୁ ଘଟିଛି

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।