ସୁନ୍ଦରଗଡ଼ ହାତୀବାରି ଥାନା ବନେଇଲତା ଗାଁରେ ଉତ୍ତେଜନା: ୱାରେଣ୍ଟିକୁ ଧରିବାକୁ ଯାଇଥିବା ପୋଲିସ ଗାଡ଼ି ଉପରେ ଆକ୍ରମଣ; ଥାନା ଅଧତ୍କାରୀଙ୍କ ସମେତ ୭ ପୋଲିସ ୩ ଘଣ୍ଟା ଅଟକ, ଫୋର୍ସ ଗାଁରେ ପହଞ୍ଚି ଅଟକ ପୋଲିସଙ୍କୁ ମୁକୁଳାଇଲେ,ପୋଲିସ ଗାଡ଼ି ଭଙ୍ଗାରୁଜା ଘଟଣାରେ ୨୫ ଗ୍ରାମବାସୀ ଅଟକ