ସୁନ୍ଦରଗଡ଼: ବନେଇଲତା ଗାଁରେ ପୋଲିସ୍ ଗାଡ଼ି ଭଙ୍ଗାରୁଜା ଘଟଣା; ୨୫ ଜଣଙ୍କୁ ଗିରଫ ପ୍ରତିବାଦରେ ହାତୀବାରି ଥାନା ଘେରିଲେ ବନେଇଲତା ଗାଁର ଶତାଧିକ ମହିଳା; ସକାଳେ ୱାରେଣ୍ଟିକୁ ଧରିବାକୁ ଯାଇ ପୋଲିସ ହଟହଟା ହୋଇଥିଲା

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।