ସ୍ୱାଇନ୍ ଫ୍ଲୁରେ ଆଜି ଆଉ ୨ ଜଣଙ୍କ ମୃତ୍ୟୁ: ପୂର୍ବରୁ ଭୁବନେଶ୍ୱରରେ ଜଣଙ୍କ ମୃତ୍ୟୁ ଘଟିଥିଲା, ଆଜି ପରୀକ୍ଷା ହୋଇଥିବା ୨୪ଟି ନମୂନାରୁ ୧୩ ପଜିଟିଭ୍ ବାହାରିଛି