ଉଦଳା: କପ୍ତିପଦା ଥାନା ଅନ୍ତର୍ଗତ ଠାକୁରସାହି ଗାଁରେ ପାରିବାରିକ କଳହକୁ ନେଇ ଖୁଡ଼ୀକୁ କଟୁରୀରେ ହାଣି ହତ୍ୟା କଲା ପୁତୁରା, ଥାନାରେ ଆତ୍ମସମର୍ପଣ କଲା ଅଭିଯୁକ୍ତ