ବହୁ ଚର୍ଚ୍ଚିତ ORHDC ଦୁର୍ନୀତି ଅଭିଯୋଗ ମାମଲା: IAS ବିନୋଦ କୁମାରଙ୍କୁ ପୁଣି ଜେଲ୍ ଦଣ୍ଡାଦେଶ, ୧ କୋଟି ଟଙ୍କାର ଫ୍ଲାଟ ଋଣ ନାଁରେ ଦୁର୍ନୀତି ମାମଲାରେ ୩ ବର୍ଷ ଜେଲ୍ ଦଣ୍ଡାଦେଶ ଦେଲେ ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ, ବିନୋଦ କୁମାରଙ୍କ ସହ ୬ ଜଣଙ୍କୁ ଜେଲ୍