ଭୁବନେଶ୍ୱର: ଭାଇରାଲ ଭିଡିଓରେ ଥିବା ଯୁବକ ଉନ୍ମୟ ପାଢ଼ୀ ହତ୍ୟା ମାମଲାରେ ଜେରା ହେଉଥିବା ଯୁବତୀ, ଯୁବତୀଙ୍କ ପୁରୁଷ ବନ୍ଧୁ ଓ ତାଙ୍କ ଭାଇଙ୍କୁ ଛାଡ଼ିଲା ପୋଲିସ, କିଛି ସୁରାକ ମିଳିଥିବା ସୂଚନା; ଦରକାର ହେଲେ ପୁଣି ଜେରା କରିବ