ଆଜି ମଧ୍ୟ ୨ଟି ଜିଲ୍ଲାରେ କାଳବୈଶାଖୀ ସମ୍ଭାବନା: କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାବାସୀଙ୍କୁ ଦିନ ୨ଟା ୩୦ ପର୍ଯ୍ୟନ୍ତ ସତର୍କ ରହିବାକୁ ପରାମର୍ଶ, ଝଡ଼ ପବନ ସହ କୁଆପଥର ବୃଷ୍ଟି ସମ୍ଭାବନା