ପଞ୍ଚାୟତିରାଜ ମନ୍ତ୍ରୀଙ୍କ ବାସଭବନ ସମ୍ମୁଖରୁ ଘେରାଉ ହଟିଲା, ଓଡ଼ିଶା ଗ୍ରାମ ପଞ୍ଚାୟତ କର୍ମଚାରୀ ସଂଘ ସଂପାଦକ କହିଲେ ମନ୍ତ୍ରୀଙ୍କ ସହ ଆଲୋଚନା ସକରାତ୍ମକ ହୋଇଛି