ଭୁବନେଶ୍ୱର: କ୍ୟାପିଟାଲ ଥାନା ଅଞ୍ଚଳର ଏକ ହୋଟେଲରୁ ସେକ୍ସ ରାକେଟ୍‌ ଠାବ; ମ୍ୟାନେଜରଙ୍କ ସମେତ ୩ ଗିରଫ, ୨ ବଙ୍ଗୀୟ ଯୁବତୀ ଉଦ୍ଧାର