ବିମାନଯାତ୍ରୀଙ୍କ ଜିନିଷପତ୍ର ଯାଞ୍ଚ‌ ପାଇଁ ଶୁଳ୍କ ଆଦାୟ ପ୍ରସ୍ତାବ ଅଗ୍ରାହ୍ୟ

ନୂଆଦିଲ୍ଲୀ: ବିମାନ ଯାତ୍ରୀଙ୍କ ଜିନିଷପତ୍ର ଯାଞ୍ଚ‌ ପାଇଁ ଶୁଳ୍କ ଆଦାୟ କରିବାକୁ ତିନୋଟି ବିମାନ ସେବା ପ୍ରଦାନକାରୀ କଂପାନୀ ପ୍ରସ୍ତାବ ଦେଇଥିଲ। ତେବେ ସେମାନଙ୍କର ଏହି ପ୍ରସ୍ତାବକୁ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ ଅଗ୍ରାହ୍ୟ କରି ଦିଆଯାଇଛି। ଶନିବାର ବେସାମରିକ ବିମାନ ଚଳାଚଳ ରାଷ୍ଟ୍ରମନ୍ତ୍ରୀ ମହେଶ ଶର୍ମା କହିଛନ୍ତି ଯେ ଶସ୍ତାରେ ବିମାନ ସେବା ଯୋଗାଉଥିବା କିଛି କଂପାନୀ ଏହି ପ୍ରସ୍ତାବ ଦେଇଥିଲେ। କିନ୍ତୁ ସେମାନଙ୍କର ଏଭଳି ଦାବିକୁ ବର୍ତ୍ତମାନ ପାଇଁ ଗ୍ରହଣ କରାଯାଇ ନାହିଁ। […]

airport

airport

Rakesh Mallick
  • Published: Saturday, 27 June 2015
  • Updated: 27 June 2015, 05:11 PM IST

Sports

Latest News

ନୂଆଦିଲ୍ଲୀ: ବିମାନ ଯାତ୍ରୀଙ୍କ ଜିନିଷପତ୍ର ଯାଞ୍ଚ‌ ପାଇଁ ଶୁଳ୍କ ଆଦାୟ କରିବାକୁ ତିନୋଟି ବିମାନ ସେବା ପ୍ରଦାନକାରୀ କଂପାନୀ ପ୍ରସ୍ତାବ ଦେଇଥିଲ। ତେବେ ସେମାନଙ୍କର ଏହି ପ୍ରସ୍ତାବକୁ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ ଅଗ୍ରାହ୍ୟ କରି ଦିଆଯାଇଛି। ଶନିବାର ବେସାମରିକ ବିମାନ ଚଳାଚଳ ରାଷ୍ଟ୍ରମନ୍ତ୍ରୀ ମହେଶ ଶର୍ମା କହିଛନ୍ତି ଯେ ଶସ୍ତାରେ ବିମାନ ସେବା ଯୋଗାଉଥିବା କିଛି କଂପାନୀ ଏହି ପ୍ରସ୍ତାବ ଦେଇଥିଲେ। କିନ୍ତୁ ସେମାନଙ୍କର ଏଭଳି ଦାବିକୁ ବର୍ତ୍ତମାନ ପାଇଁ ଗ୍ରହଣ କରାଯାଇ ନାହିଁ।  କାରଣ ଏହା ଦ୍ୱାରା ଯାତ୍ରୀମାନଙ୍କ ଉପରେ ଅତ୍ୟଧିକ ଆର୍ଥିକ ବୋଝ ପଡ଼ିବ। ତେବେ ଏ ପ୍ରସଙ୍ଗରେ ବିସ୍ତୃତ ପ୍ରସ୍ତାବ ଦେବା ପାଇଁ ବିମାନ ସେବା ପ୍ରଦାନକାରୀ କଂପାନୀଗୁଡ଼ିକୁ କୁହାଯାଇଛି। ଯଦି ଏହା ଯାତ୍ରୀମାନଙ୍କ ହିତରେ ଯିବ ତା’ହେଲେ କିଛି ନିଷ୍ପତ୍ତି ନିଆଯାଇପାରେ।

ଡିଜିସିଏର ଜଣେ ଅଧିକାରୀଙ୍କ କହିବା ଅନୁଯାୟୀ ସ୍ପାଇସ୍ ଜେଟ୍, ଇଣ୍ଡିଗୋ ଓ ଏୟାର ଏସିଆ ପକ୍ଷରୁ ଏହି ପ୍ରସ୍ତାବ ଦିଆଯାଇଥିଲା। ତେବେ ଏହାକୁ ଅନ୍ୟ ବିମାନ ସେବା ପ୍ରଦାନକାରୀ କଂପାନୀଗୁଡ଼ିକ ମଧ୍ୟ ସମର୍ଥନ କରୁଛନ୍ତି। ଏହି ପ୍ରସ୍ତାବ ଅନୁଯାୟୀ ବିମାନ ଯାତ୍ରୀମାନଙ୍କୁ ସେମାନଙ୍କ ଜିନିଷପତ୍ର ଯାଞ୍ଚ ପାଇଁ କିଲୋ ହିସାବରେ ଶୁଳ୍କ ଦେବାକୁ ପଡ଼ିବ। ସେହିଭଳି କମ୍ ଜିନିଷ ନେଇ ଯାଉଥିବା ବିମାନ ଯାତ୍ରୀମାନଙ୍କୁ ପ୍ରୋତ୍ସାହିତ କରିବା ପାଇଁ ବ୍ୟବସ୍ଥା ରହିବ। ଏହି ବ୍ୟବସ୍ଥା ପ୍ରକାରେ ଯେଉଁ ଯାତ୍ରୀମାନଙ୍କର ଯାଞ୍ଚ୍ ପାଇଁ କୌଣସି ଜିନିଷପତ୍ର ନଥିବ ସେମାନଙ୍କୁ ବିମାନଭଡ଼ାରେ ରିହାତି ପ୍ରଦାନ କରାଯିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story