ବିମାନ ଭଡା ସୀମା ନିର୍ଦ୍ଧାରଣ ହେବ

ନୂଆଦିଲ୍ଲୀ:  ବିମାନ ଭଡା ସୀମା ନିର୍ଦ୍ଧାରଣ କରାଯିବ। ଏନେଇ ସ୍ପଷ୍ଟ ସୂଚନା ଦେଇଛି ବେସମାରିକ ବିମାନ ଚଳାଚଳ ମନ୍ତ୍ରାଣାୟ। ମନ୍ତ୍ରାଣାୟ ପକ୍ଷରୁ କୁହାଯାଇଛି ଯେ ବିମାନ କମ୍ପାନୀ ଗୁଡିକର ବଜାରକୁ  ବିଗାଡି ଦେଲାଭଳି ଦରରେ ଲଗାମ କଷିବା ପାଇଁ ବିମାନ ଭଡାର ସୀମା ନିର୍ଦ୍ଧାରଣ କରାଯିବ। ବିମାନ କମ୍ପାନୀ ଗୁଡିକ ଦ୍ୱାରା ମନ ଇଚ୍ଛା  ବିମାନ ଭଡା ବଢ଼ାଯିବା ଓ  କମା ଯିବାକୁ ନେଇ ବିଭିନ୍ନ ଦଳର ସାଂସଦ ତଥା ସାଧାରଣ ଲୋକଙ୍କ ଦ୍ୱାରା ଅଭିଯୋଗ ହେବା […]

aeroplan

aeroplan

Rakesh Mallick
  • Published: Friday, 26 June 2015
  • Updated: 26 June 2015, 12:49 PM IST

Sports

Latest News

ନୂଆଦିଲ୍ଲୀ:  ବିମାନ ଭଡା ସୀମା ନିର୍ଦ୍ଧାରଣ କରାଯିବ। ଏନେଇ ସ୍ପଷ୍ଟ ସୂଚନା ଦେଇଛି ବେସମାରିକ ବିମାନ ଚଳାଚଳ ମନ୍ତ୍ରାଣାୟ। ମନ୍ତ୍ରାଣାୟ ପକ୍ଷରୁ କୁହାଯାଇଛି ଯେ ବିମାନ କମ୍ପାନୀ ଗୁଡିକର ବଜାରକୁ  ବିଗାଡି ଦେଲାଭଳି ଦରରେ ଲଗାମ କଷିବା ପାଇଁ ବିମାନ ଭଡାର ସୀମା ନିର୍ଦ୍ଧାରଣ କରାଯିବ। ବିମାନ କମ୍ପାନୀ ଗୁଡିକ ଦ୍ୱାରା ମନ ଇଚ୍ଛା  ବିମାନ ଭଡା ବଢ଼ାଯିବା ଓ  କମା ଯିବାକୁ ନେଇ ବିଭିନ୍ନ ଦଳର ସାଂସଦ ତଥା ସାଧାରଣ ଲୋକଙ୍କ ଦ୍ୱାରା ଅଭିଯୋଗ ହେବା ପରେ  ମନ୍ତ୍ରାଣାଳୟ ପକ୍ଷରୁ  ଏହି ପଦକ୍ଷେପ ନିଆଯିବାକୁ ସ୍ଥିର କରାଯାଇଛି।

ମନ୍ତ୍ରାଣାଳୟ ପକ୍ଷରୁ ଆହୁରି ମଧ୍ୟ କୁହାଯାଇଛି ଯେ, ବିମାନ କମ୍ପାନୀ ଗୁଡିକୁ ବଜାରକୁ ନଷ୍ଟ କରି ଦେଲାଭଳି ଯେଉଁ ଭାବେ ଦର ସ୍ଥିର କରାଯାଉଛି ତାହା ଉପରେ ରୋକ ଲଗାଇବା ନିହାତି ଜରୁରୀ। ତେବେ କିଛି ନିଷ୍ପତ୍ତି ନିଆଯିବା ପୂର୍ବରୁ ବିମାନ ସେବା ଯୋଗାଇ ଦେଉଥିବା କମ୍ପାନୀ ଗୁଡିକ ସହିତ ଆଲୋଚନା କରାଯିବ। ସେମାନଙ୍କ ସହମତି ପାଇବାକୁ ଉଦ୍ୟମ କରାଯିବ। ସହମତି ନମିଳିଲେ ବିକଳ୍ପ ଚିନ୍ତା କରାଯିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story