ନୂଆଦିଲ୍ଲୀ: ବିମାନ ଭଡା ସୀମା ନିର୍ଦ୍ଧାରଣ କରାଯିବ। ଏନେଇ ସ୍ପଷ୍ଟ ସୂଚନା ଦେଇଛି ବେସମାରିକ ବିମାନ ଚଳାଚଳ ମନ୍ତ୍ରାଣାୟ। ମନ୍ତ୍ରାଣାୟ ପକ୍ଷରୁ କୁହାଯାଇଛି ଯେ ବିମାନ କମ୍ପାନୀ ଗୁଡିକର ବଜାରକୁ ବିଗାଡି ଦେଲାଭଳି ଦରରେ ଲଗାମ କଷିବା ପାଇଁ ବିମାନ ଭଡାର ସୀମା ନିର୍ଦ୍ଧାରଣ କରାଯିବ। ବିମାନ କମ୍ପାନୀ ଗୁଡିକ ଦ୍ୱାରା ମନ ଇଚ୍ଛା ବିମାନ ଭଡା ବଢ଼ାଯିବା ଓ କମା ଯିବାକୁ ନେଇ ବିଭିନ୍ନ ଦଳର ସାଂସଦ ତଥା ସାଧାରଣ ଲୋକଙ୍କ ଦ୍ୱାରା ଅଭିଯୋଗ ହେବା ପରେ ମନ୍ତ୍ରାଣାଳୟ ପକ୍ଷରୁ ଏହି ପଦକ୍ଷେପ ନିଆଯିବାକୁ ସ୍ଥିର କରାଯାଇଛି।
ମନ୍ତ୍ରାଣାଳୟ ପକ୍ଷରୁ ଆହୁରି ମଧ୍ୟ କୁହାଯାଇଛି ଯେ, ବିମାନ କମ୍ପାନୀ ଗୁଡିକୁ ବଜାରକୁ ନଷ୍ଟ କରି ଦେଲାଭଳି ଯେଉଁ ଭାବେ ଦର ସ୍ଥିର କରାଯାଉଛି ତାହା ଉପରେ ରୋକ ଲଗାଇବା ନିହାତି ଜରୁରୀ। ତେବେ କିଛି ନିଷ୍ପତ୍ତି ନିଆଯିବା ପୂର୍ବରୁ ବିମାନ ସେବା ଯୋଗାଇ ଦେଉଥିବା କମ୍ପାନୀ ଗୁଡିକ ସହିତ ଆଲୋଚନା କରାଯିବ। ସେମାନଙ୍କ ସହମତି ପାଇବାକୁ ଉଦ୍ୟମ କରାଯିବ। ସହମତି ନମିଳିଲେ ବିକଳ୍ପ ଚିନ୍ତା କରାଯିବ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Business
ରାଜ୍ୟ ବଜେଟ୍ ପ୍ରସ୍ତୁତି ପାଇଁ ସମସ୍ତଙ୍କ ମତାମତ ଲୋଡ଼ିଲା ଅର୍ଥ ବିଭାଗ
୨୦୨୫-୨୬ ଆର୍ଥିକ ବର୍ଷ ବଜେଟ୍ ପ୍ରସ୍ତୁତ ପାଇଁ ଅର୍ଥ ବିଭାଗ ଏକ ନିର୍ଦ୍ଦିଷ୍ଟ ଢାଂଚାରେ ଜନସାଧାରଣଙ୍କଠୁ ପରାମର୍ଶ ଆହ୍ୱାନ କରିଛନ୍ତି । ଯାହାକି ବଜେଟ୍ ଓଡ଼ିଶା ୱେବପୋର୍ଟାଲରେ ଉପଲବ୍ଧ ।
Business
ସୁଜୁକି ମୋଟର କର୍ପୋରେସନର ପୂର୍ବତନ ଅଧ୍ୟକ୍ଷ ଓସାମୁ ସୁଜୁକିଙ୍କ ପରଲୋକ
ଓସାମୁ ସୁଜୁକିଙ୍କ ପରଲୋକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଃଖ ପ୍ରକାଶ କରିଛନ୍ତି।
Business
୧୦.୫୦ ଲକ୍ଷ ଯାଏ ଆୟ କରୁଥିଲେ ଦେବାକୁ ପଡ଼ିପାରେ କମ ଟିକସ!
ଆସନ୍ତାବର୍ଷ ଫେବୃଆରୀ ୧ରେ କେନ୍ଦ୍ର ସରକାର ପୂର୍ଣ୍ଣାଙ୍ଗ ବଜେଟ ସଂସଦରେ ଉପସ୍ଥାପନ କରିବେ। ଏହି ସମୟରେ ନୂଆ ଟିକସ ବ୍ୟବସ୍ଥା ଆସିବାର ଯଥେଷ୍ଟ ସମ୍ଭାବନା ରହିଛି।
Business
ଟାରିଫ୍ ନିୟମରେ ସଂଶୋଧନ, ଫେରିବ ୧୦ ଟଙ୍କିଆ ରିଚାର୍ଜ କୁପନ୍
ଟେଲିକମ୍ କମ୍ପାନୀମାନଙ୍କୁ ଅତି କମରେ ୧୦ ଟଙ୍କିଆ ଟପ୍ ଅପ୍ ରିଚାର୍ଜ ଭାଉଚର ରଖିବାକୁ ପଡ଼ିବ।
Business
ପ୍ରାକ୍ ବଜେଟ୍ ପ୍ରସ୍ତୁତି ବୈଠକରେ ୯ଟି ଦାବି ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
ଗୋପାଳପୁରରେ ସ୍ୱତନ୍ତ୍ର ଅର୍ଥନୈତିକ କରିଡର ଏବଂ ଝାରସୁଗୁଡ଼ାରେ ଇଣ୍ଡଷ୍ଟ୍ରିଆଲ ଟାଉନଶିପ୍ ପାଇଁ ଦାବି କରିଛନ୍ତି ମୁଖ୍ୟମନ୍ତ୍ରୀ।