ଆଜିଠାରୁ କେବଳ ୨୦୦୦ ଟଙ୍କାର ଅଚଳ ନୋଟ୍ ବଦଳାଇ ହେବ

ନୂଆଦିଲ୍ଲୀ: ଆଜିଠାରୁ ଦିନକୁ ଜଣେ କେବଳ ୨୦୦୦ ଟଙ୍କାର ପୁରୁଣା ୫୦୦ ଓ ୧୦୦୦ ଟଙ୍କିଆ ନୋଟ୍  ବଦଳାଇ ପାରିବେ। ଗତକାଲି କେନ୍ଦ୍ର ଅର୍ଥ ସଚିବ ଶକ୍ତିକାନ୍ତ ଦାସ ଏହି ସୂଚନା ଦେଇଥିଲେ। ସେ କହିଥିଲେ,“ବ୍ୟାଙ୍କ କାଉଣ୍ଟରରେ ଅଚଳ ୫୦୦ ଓ ୧୦୦୦ ଟଙ୍କିଆ ନୋଟ୍ ବଦଳାଇବାକୁ ଅଧିକରୁ ଅଧିକ ଲୋକଙ୍କୁ ସୁଯୋଗ ଦେବା ପାଇଁ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି। ସରକାରଙ୍କ ପାଖରେ ନଗଦ ଅର୍ଥର ଅଭାବ ନାହିଁ।”

indian-rupee

Rakesh Mallick
  • Published: Friday, 18 November 2016
  • , Updated: 18 November 2016, 09:56 AM IST

ନୂଆଦିଲ୍ଲୀ: ଆଜିଠାରୁ ଦିନକୁ ଜଣେ କେବଳ ୨୦୦୦ ଟଙ୍କାର ପୁରୁଣା ୫୦୦ ଓ ୧୦୦୦ ଟଙ୍କିଆ ନୋଟ୍  ବଦଳାଇ ପାରିବେ। ଗତକାଲି କେନ୍ଦ୍ର ଅର୍ଥ ସଚିବ ଶକ୍ତିକାନ୍ତ ଦାସ ଏହି ସୂଚନା ଦେଇଥିଲେ।

ସେ କହିଥିଲେ,“ବ୍ୟାଙ୍କ କାଉଣ୍ଟରରେ ଅଚଳ ୫୦୦ ଓ ୧୦୦୦ ଟଙ୍କିଆ ନୋଟ୍ ବଦଳାଇବାକୁ ଅଧିକରୁ ଅଧିକ ଲୋକଙ୍କୁ ସୁଯୋଗ ଦେବା ପାଇଁ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି। ସରକାରଙ୍କ ପାଖରେ ନଗଦ ଅର୍ଥର ଅଭାବ ନାହିଁ।”

Related story