୨୦୧୪-୧୫ ଆର୍ଥିକବର୍ଷରେ ଓଡ଼ିଶାରୁ ୧୯,୯୭୬ ମେଟ୍ରିକ‌  ଟନ‌ ଲୁହା ପଥର  ଉତ୍ତୋଳିତ

ନୂଆଦିଲ୍ଲୀ: ମାଇନ୍ସ ଆଣ୍ଡ ମିନେରାଲ ଡେଭ‌ଲପ୍ମେଣ୍ଟ ଆଣ୍ଡ ରେଗୁଲେସନ (ଏମ‌ଏମ‌ଡିଆର) ଆଇନ ଅନ୍ତର୍ଗତ ରାଜ୍ୟ ସରକାରଙ୍କ କ୍ଷମତାସମ୍ପନ୍ନ ବିଭାଗ ଖଣି ଲିଜ ପ୍ରଦାନ କରିପାରିବେ। ଇଣ୍ଡିୟାନ ବ୍ୟୁରୋ ଅଫ ମାଇନ୍ସ (ଆଇବିଏମ‌) ସମ୍ପ୍ରତି ୬ଟି ଲୁହା ପଥର ଖଣିକୁ ଲିଜ‌ ପ୍ରଦାନ ପରିପ୍ରେକ୍ଷିରେ ଏହା କହିଛନ୍ତି। ଆଇବିଏମ‌ ଦ୍ୱାରା ପ୍ରକାଶ ପାଇଥିବା ସୂଚନା ଅନୁସାରେ ୨୯ଟି କ୍ୟାପ୍ଟିଭ‌ ଲୁହା ପଥର ଖଣି (ପବ୍ଲିକ/ପ୍ରାଇଭେଟ) ୨୦୧୪-୧୫ ବର୍ଷରେ ୪୩,୮୮୫ମେଟ୍ରିକ‌ ଟନ‌ ଲୁହା ପଥର ଉତ୍ତୋଳନ କରିଛନ୍ତି। ବିଶେଷକରି ଓଡ଼ିଶା, […]

orissa mine

orissa mine

Rakesh Mallick
  • Published: Tuesday, 11 August 2015
  • Updated: 11 August 2015, 05:33 PM IST

ନୂଆଦିଲ୍ଲୀ: ମାଇନ୍ସ ଆଣ୍ଡ ମିନେରାଲ ଡେଭ‌ଲପ୍ମେଣ୍ଟ ଆଣ୍ଡ ରେଗୁଲେସନ (ଏମ‌ଏମ‌ଡିଆର) ଆଇନ ଅନ୍ତର୍ଗତ ରାଜ୍ୟ ସରକାରଙ୍କ କ୍ଷମତାସମ୍ପନ୍ନ ବିଭାଗ ଖଣି ଲିଜ ପ୍ରଦାନ କରିପାରିବେ। ଇଣ୍ଡିୟାନ ବ୍ୟୁରୋ ଅଫ ମାଇନ୍ସ (ଆଇବିଏମ‌) ସମ୍ପ୍ରତି ୬ଟି ଲୁହା ପଥର ଖଣିକୁ ଲିଜ‌ ପ୍ରଦାନ ପରିପ୍ରେକ୍ଷିରେ ଏହା କହିଛନ୍ତି। ଆଇବିଏମ‌ ଦ୍ୱାରା ପ୍ରକାଶ ପାଇଥିବା ସୂଚନା ଅନୁସାରେ ୨୯ଟି କ୍ୟାପ୍ଟିଭ‌ ଲୁହା ପଥର ଖଣି (ପବ୍ଲିକ/ପ୍ରାଇଭେଟ) ୨୦୧୪-୧୫ ବର୍ଷରେ ୪୩,୮୮୫ମେଟ୍ରିକ‌ ଟନ‌ ଲୁହା ପଥର ଉତ୍ତୋଳନ କରିଛନ୍ତି। ବିଶେଷକରି ଓଡ଼ିଶା, ଛତିଶଗଡ଼, ଝାଡ଼ଖଣ୍ଡ, ମହାରାଷ୍ଟ୍ର ଓ ରାଜସ୍ଥାନରେ ଏହି କ୍ୟାପ୍ଟିଭ ଖଣିରୁ ଲୁହାପଥର ଉତ୍ତୋଳନ ହୋଇଛି। ୨୦୧୪-୧୫ ଆର୍ଥିକବର୍ଷରେ ଓଡ଼ିଶାରୁ ୧୯,୯୭୬ ମେଟ୍ରିକ ଟନ୍ ଲୁହା ପଥର ଉତ୍ତୋଳନ ହୋଇଥିବା ଜଣାପଡିଛି।

ଓଡ଼ିଶାର ୧୦ଟି କ୍ୟାପ୍ଟିଭ ଖଣିରୁ ୨୦୧୧-୧୨ରେ ମୋଟ ୨୦,୪୫୨ ମେଟ୍ରିକ‌ ଟନ‌, ୨୦୧୨-୧୩ରେ ୨୨,୨୩୨ ମେଟ୍ରିକ ଟନ, ୨୦୧୩-୧୪ରେ ୨୪,୮୧୩ ମେଟ୍ରିକ ଟନ ଲୁହାପଥର ଉତ୍ତୋଳନ କରଯାଇଛି।

ଏହି ଖଣିଗୁଡ଼ିକ ମଧ୍ୟରେ ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ଲିମେଟଡର ତାନ୍ତେରା, ରାଇକେଲା ଏବଂ ବନ୍ଧାଲ ଖଣି, ଆଧୁନିକ‌ ମେଟାଲିକର କୁଲୁମ‌ ଖଣି, ମିଡ‌ ଇଷ୍ଟ ଇଂଟିଗ୍ରେଟେଡ ଷ୍ଟିଲ ରୋଇଡ଼ା-୧ ଖଣି, ଓଡ଼ିଶା ମାଇନିଂ କର୍ପୋରେସନ ଲିମିଟେଡ଼ର ରୋଇଡ଼ା-ସି ଖଣି, ସେଲ‌ର ବରସୁଆଁ ଖଣି, ବୋଲାଣି ଖଣି ଓ କାଲ‌ଟା ଖଣି, ଟାଟା ଆଇରନ‌ ଆଣ୍ଡ ଷ୍ଟିଲ କମ୍ପାନୀ ଲିମେଟଡ଼ର ଜୋଡ଼ା ଇଷ୍ଟ, କାଟମାଟି ଓ ଖୋଣ୍ଡବନ୍ଦ ଖଣି ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story