ଆଜିଠୁ ଏଟିଏମ୍‌ରୁ ଉଠାଇ ହେବ ୪,୫୦୦ ଟଙ୍କା

ନୂଆଦିଲ୍ଲୀ: ଆଜିଠାରୁ ଏଟିଏମ୍‌ରୁ ଦୈନିକ ଟଙ୍କା ଉଠାଣ ପରିମାଣ ବଢ଼ିଯାଇଛି। ଏବେ ଏଟିଏମ୍‌ରୁ ଦୈନିକ ସର୍ବାଧିକ ୪,୫୦୦ ଟଙ୍କା ଉଠାଇ ହେବ। ପୂର୍ବରୁ ଏହି ସୀମା କାର୍ଡ ପିଛା ୨,୫୦୦ ଟଙ୍କା ଥିଲା। ଏନେଇ ଶନିବାର ରାତିରେ ଆର୍‌ବିଆଇ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ତେବେ ସପ୍ତାହକୁ ବ୍ୟାଙ୍କରୁ ଟଙ୍କା ଉଠାଈ ପରିମାଣରେ କୌଣସି ପରିବର୍ତ୍ତନ କରାଯାଇନାହିଁ। ତାହା ପୂର୍ବଭଳି ୨୪,୦୦୦ ଟଙ୍କା ରହିଛି।

atm

Rakesh Mallick
  • Published: Sunday, 01 January 2017
  • , Updated: 01 January 2017, 11:25 AM IST

Related story