୫୬୨ ଦଶମିକ ୮୮ ପଏଣ୍ଟ ଖସିଲା ବମ୍ୱେ ଷ୍ଟକ୍ ଏକ୍ସଚେଞ୍ଜ

ନୂଆଦିଲ୍ଳୀ: ପୁଣି ଖସିଲା ସେୟାର ବଜାର। ଅନ୍ତର୍ଜାତୀୟ ଓ ଏସିଆ ବଜାରରେ ମାନ୍ଦାବସ୍ଥାର ପ୍ରଭାବ ପଡିଛି ଭାରତୀୟ ଷ୍ଟକ୍ ମାର୍କେଟରେ। ଆଜି ବମ୍ୱେ ଷ୍ଟକ୍ ଏକ୍ସଚେଞ୍ଜ ସୂଚକାଙ୍କ ସେନସେକ୍ସ ୫୬୨ ଦଶମିକ ୮୮ ପଏଣ୍ଟ ହ୍ରାସ ପାଇଛି। ଏଥିସହ ସେନସକ୍ସ ଆଜି ୨୫ ହଜାର ୨୦୧ ଦଶମିକ ୯୦ ପଏଣ୍ଟରେ ବନ୍ଦ ହୋଇଛି । ଗତ ୧୪ ମାସ ମଧ୍ୟରେ ଏହା ସବୁଠାରୁ ନିମ୍ନସ୍ତରରେ ପହଞ୍ଚିଛି । ସେହିପରି ନ୍ୟାସନାଲ ଷ୍ଟକ୍ ଏକ୍ସଚେଞ୍ଜ ନିଫଟି ମଧ୍ୟ ୧୬୭ […]

Sensex-Bombay

Rakesh Mallick
  • Published: Friday, 04 September 2015
  • , Updated: 04 September 2015, 02:38 PM IST

ନୂଆଦିଲ୍ଳୀ: ପୁଣି ଖସିଲା ସେୟାର ବଜାର। ଅନ୍ତର୍ଜାତୀୟ ଓ ଏସିଆ ବଜାରରେ ମାନ୍ଦାବସ୍ଥାର ପ୍ରଭାବ ପଡିଛି ଭାରତୀୟ ଷ୍ଟକ୍ ମାର୍କେଟରେ। ଆଜି ବମ୍ୱେ ଷ୍ଟକ୍ ଏକ୍ସଚେଞ୍ଜ ସୂଚକାଙ୍କ ସେନସେକ୍ସ ୫୬୨ ଦଶମିକ ୮୮ ପଏଣ୍ଟ ହ୍ରାସ ପାଇଛି। ଏଥିସହ ସେନସକ୍ସ ଆଜି ୨୫ ହଜାର ୨୦୧ ଦଶମିକ ୯୦ ପଏଣ୍ଟରେ ବନ୍ଦ ହୋଇଛି । ଗତ ୧୪ ମାସ ମଧ୍ୟରେ ଏହା ସବୁଠାରୁ ନିମ୍ନସ୍ତରରେ ପହଞ୍ଚିଛି । ସେହିପରି ନ୍ୟାସନାଲ ଷ୍ଟକ୍ ଏକ୍ସଚେଞ୍ଜ ନିଫଟି ମଧ୍ୟ ୧୬୭ ଦଶମିକ ୯୫ ପଏଣ୍ଟ ହ୍ରାସ ପାଇଛି । ଏହା ଆଜି ୭ ହଜାର ୬ ୫୫ ଦଶମିକ ୦୫ ପଏଣ୍ଟରେ ବନ୍ଦ ହୋଇଛି ।

Related story