ଏୟାରଟେଲ୍‌ ଆଣିଲା ନୂଆ ଅଫର : ଦୈନିକ ମିଳିବ ୪ଜିବି ଡାଟା, ଏସ୍‌ଟିଡି ଏବଂ ଲୋକାଲ କଲ୍‌ ଫ୍ରି, ଜାଣନ୍ତୁ ପ୍ଲାନ୍‌ କ’ଣ ?

ନୂଆଦିଲ୍ଲୀ: ରିଲାଏନ୍ସ ଜିଓକୁ ଟକ୍କର ଦେବ ଏୟାରଟେଲ୍‌। ଏୟାରଟେଲ୍‌ ଆଣିଛି ନୂଆ ଅଫର। ଏନେଇ କମ୍ପାନୀ ପକ୍ଷରୁ ୯୯୯ ଟଙ୍କାର ପ୍ଲାନ ଲଞ୍ଚ କରାଯାଇଛି। ଏହି ପ୍ଲାନ୍‌ ଅନୁଯାୟ ଗ୍ରାହକଙ୍କୁ ୪ଜି/୩ଜି  ହିସାବରେ ଦୈନିକ ୪ଜିବି ଡାଟା ମିଳିବ। ଏହାର ବୈଧତା ହେଉଛି ମାସେ। ସେହିପରି ୨୮ ଦିନ ପାଇଁ ଉଭୟ ଲୋକାଲ ଏବଂ ଏସଟିଡି କଲ୍‌ ଫ୍ରି ରହିବ। ତା’ସହ ରିଚାର୍ଜ ନେଇ ଆଉ କିଛି ସୁବିଧା ରଖିଛି କମ୍ପାନୀ। ଯଦି Airtel Payments Bank  […]

Rakesh Mallick
  • Published: Monday, 25 September 2017
  • , Updated: 26 September 2017, 03:01 AM IST

ନୂଆଦିଲ୍ଲୀ: ରିଲାଏନ୍ସ ଜିଓକୁ ଟକ୍କର ଦେବ ଏୟାରଟେଲ୍‌। ଏୟାରଟେଲ୍‌ ଆଣିଛି ନୂଆ ଅଫର। ଏନେଇ କମ୍ପାନୀ ପକ୍ଷରୁ ୯୯୯ ଟଙ୍କାର ପ୍ଲାନ ଲଞ୍ଚ କରାଯାଇଛି। ଏହି ପ୍ଲାନ୍‌ ଅନୁଯାୟ ଗ୍ରାହକଙ୍କୁ ୪ଜି/୩ଜି  ହିସାବରେ ଦୈନିକ ୪ଜିବି ଡାଟା ମିଳିବ। ଏହାର ବୈଧତା ହେଉଛି ମାସେ। ସେହିପରି ୨୮ ଦିନ ପାଇଁ ଉଭୟ ଲୋକାଲ ଏବଂ ଏସଟିଡି କଲ୍‌ ଫ୍ରି ରହିବ। ତା’ସହ ରିଚାର୍ଜ ନେଇ ଆଉ କିଛି ସୁବିଧା ରଖିଛି କମ୍ପାନୀ। ଯଦି Airtel Payments Bank  ମାଧ୍ୟମରେ ରିଚାର୍ଜ କରିବେ ତେବେ ୫୦ ଟଙ୍କା ରିହାତି ମିଳିବ।

Related story