ଆରମ୍ଭ ହେଲା ‘ଆମାଜନ୍ ତତ୍‌କାଲ୍’

ନୂଆଦିଲ୍ଲୀ: ଇ-କମର୍ସ ଜାଣ୍ଟ୍ ‘ଆମାଜନ୍’ ଆଜିଠାରୁ ଆରମ୍ଭ କରିଛି ‘ଆମାଜନ୍ ତତ୍‌କାଲ୍’। କ୍ଷୁଦ୍ର ଓ ମଧ୍ୟମ ବ୍ୟବସାୟଗୁଡ଼ିକୁ ଅନ୍‌ଲାଇନ୍‌ରେ ଆମାଜାନ୍ ସହାୟତାରେ ଉତ୍ପାଦନ ବିକ୍ରି କରିବାକୁ ଏହି ସେବା ଆରମ୍ଭ ହୋଇଛି। ନୂଆଦିଲ୍ଲୀରୁ ଏହି ସେବା ଆରମ୍ଭ ହୋଇଛି। ପରେ ଏହି ସେବାକୁ ସାରା ଦେଶକୁ ପରିବ୍ୟାପ୍ତ କରାଯିବ। ଏଥିଯୋଗୁଁ ହଜାର ହଜାର ଉଦ୍ୟୋଗୀ, ଶିଳ୍ପ, ଉତ୍ପାଦନକାରୀ ସଂସ୍ଥା ଲାଭବାନ ହେବେ ବୋଲି କଂପାନୀ ପକ୍ଷରୁ କୁହାଯାଇଛି। ଗତବର୍ଷ ଆମାଜାନର ଅଭିବୃଦ୍ଧି ୨୫୦ ପ୍ରତିଶତ ବଢ଼ିଛି।

amazon

Rakesh Mallick
  • Published: Wednesday, 17 February 2016
  • , Updated: 17 February 2016, 12:22 PM IST

ନୂଆଦିଲ୍ଲୀ: ଇ-କମର୍ସ ଜାଣ୍ଟ୍ ‘ଆମାଜନ୍’ ଆଜିଠାରୁ ଆରମ୍ଭ କରିଛି ‘ଆମାଜନ୍ ତତ୍‌କାଲ୍’। କ୍ଷୁଦ୍ର ଓ ମଧ୍ୟମ ବ୍ୟବସାୟଗୁଡ଼ିକୁ ଅନ୍‌ଲାଇନ୍‌ରେ ଆମାଜାନ୍ ସହାୟତାରେ ଉତ୍ପାଦନ ବିକ୍ରି କରିବାକୁ ଏହି ସେବା ଆରମ୍ଭ ହୋଇଛି। ନୂଆଦିଲ୍ଲୀରୁ ଏହି ସେବା ଆରମ୍ଭ ହୋଇଛି। ପରେ ଏହି ସେବାକୁ ସାରା ଦେଶକୁ ପରିବ୍ୟାପ୍ତ କରାଯିବ। ଏଥିଯୋଗୁଁ ହଜାର ହଜାର ଉଦ୍ୟୋଗୀ, ଶିଳ୍ପ, ଉତ୍ପାଦନକାରୀ ସଂସ୍ଥା ଲାଭବାନ ହେବେ ବୋଲି କଂପାନୀ ପକ୍ଷରୁ କୁହାଯାଇଛି।

ଗତବର୍ଷ ଆମାଜାନର ଅଭିବୃଦ୍ଧି ୨୫୦ ପ୍ରତିଶତ ବଢ଼ିଛି।

Related story