ନୂଆଦିଲ୍ଲୀ: ପିକ୍ସଲ-୩ ନାମରେ ଏକ ନୂଆ ଲାପ୍ଟପ୍ ନିର୍ମାଣ କରି ବଜାର ପ୍ରବେଶ କରେଇବାକୁ ଯାଉଛି ଗୁଗଲ। Android-Chrome OSର ସମ୍ମିଳେନରେ ନିର୍ମୀତ ଏହି ପିକ୍ସଲ-୩ Andromeda OSରେ ଚାଳିତ ହେବ। ଆସନ୍ତା ଅକ୍ଟୋବର ୪ ତାରିଖରେ ଏକ ସ୍ୱତନ୍ତ୍ର ଉତ୍ସବରେ ଗୁଗଲ ଏହାକୁ ବଜାର ପ୍ରବେଶ କରାଇବ ବୋଲି ଜଣାପଡିଛି।
ଏଥିରେ ultra-thin laptop with a 12.3 inch display, Intel m3 କିମ୍ବା i5 Core processor, 32 or 128GB of storage, 8 or 16GB of RAM, fingerprint scanner, two USB-C ports, 3.5mm jack, host of sensors, stereo speakers, quad microphones, backlit keyboard ଓ glass trackpad ପରି ଅତ୍ୟାଧୁନିକ ସୁବିଧା ରହିବ।