ଖୁବଶୀଘ୍ର ବଜାରକୁ ଆସୁଛି Apple ‘iPad Air 3’

ନୂଆଦିଲ୍ଲୀ: ଖୁବଶୀଘ୍ର ବଜାର ପ୍ରବେଶ କରିବାକୁ ଯାଉଛି Apple ‘iPad Air 3’। ଆସନ୍ତା ମାର୍ଚ୍ଚ ମାସରେ ଆକର୍ଷଣୀୟ ଦରରେ ଭାରତୀୟ ବଜାରରେ ଉପଲବ୍ଧ ହେବ। ଏହା ସହ ବିଭିନ୍ନ ଇ-କର୍ମସ ସାଇଟରେ ମଧ୍ୟ ଟ୍ୟାବଲେଟ୍ କାଟାଗୋରୀରେ ଉପଲବ୍ଧ ହେବ। ଏହାର ସ୍କ୍ରୀନ ସାଇଜ୍ ୯.୭ ଇଞ୍ଚ ରହିଛି। ୨୦୧୪ ଅକ୍ଟୋବରରେ iPad Air 2  ବଜାରକୁ ଆସିବା ପରେ ଏହି କମ୍ପାନୀ ‘iPad Air 3’ ନାଁରେ ଆଉ ଏକ ନୂଆ ଉତ୍ପାଦ ବଜାରକୁ ଛାଡିବାକୁ […]

ipad

Rakesh Mallick
  • Published: Tuesday, 02 February 2016
  • , Updated: 02 February 2016, 12:31 PM IST

ନୂଆଦିଲ୍ଲୀ: ଖୁବଶୀଘ୍ର ବଜାର ପ୍ରବେଶ କରିବାକୁ ଯାଉଛି Apple ‘iPad Air 3’। ଆସନ୍ତା ମାର୍ଚ୍ଚ ମାସରେ ଆକର୍ଷଣୀୟ ଦରରେ ଭାରତୀୟ ବଜାରରେ ଉପଲବ୍ଧ ହେବ। ଏହା ସହ ବିଭିନ୍ନ ଇ-କର୍ମସ ସାଇଟରେ ମଧ୍ୟ ଟ୍ୟାବଲେଟ୍ କାଟାଗୋରୀରେ ଉପଲବ୍ଧ ହେବ। ଏହାର ସ୍କ୍ରୀନ ସାଇଜ୍ ୯.୭ ଇଞ୍ଚ ରହିଛି। ୨୦୧୪ ଅକ୍ଟୋବରରେ iPad Air 2  ବଜାରକୁ ଆସିବା ପରେ ଏହି କମ୍ପାନୀ ‘iPad Air 3’ ନାଁରେ ଆଉ ଏକ ନୂଆ ଉତ୍ପାଦ ବଜାରକୁ ଛାଡିବାକୁ ଚାହୁଁଛି। iPad Air 2 ରେ ମିଳୁଥିବା ଅତ୍ୟାଧୁନିକ ସୁବିଧାର ହାୟର ଭର୍ସନ iPad Air 3’ରେ ଉପଲବ୍ଧ ହେବ।

Related story