ନୂଆଦିଲ୍ଲୀ: ଇଟାଲିର ସ୍କୁଟର ନିର୍ମାତା କମ୍ପାନୀ ଏପ୍ରିଲିଆ ଇଣ୍ଡିଆ ଆସନ୍ତା ମାସରେ ଭାରତୀୟ ବଜାରରେ Aprilia Motard 125 ନାମରେ ଏକ ସ୍କୁଟରକୁ ବଜାର ପ୍ରବେଶ କରାଇବାକୁ ଯୋଜନା କରିଛି। ଏହାର ଦର ରହିଛି ୭୫,୦୦୦ଟଙ୍କା। ଭାରତୀୟ ବଜାରରେ ଏହି କମ୍ପାନୀର ଏହା ଦ୍ୱିତୀୟ ସ୍କୁଟର ପ୍ରବେଶ। ଏହା ପୂର୍ବରୁ ଭାରତରେ ଏହି କମ୍ପାନୀ କାପ୍ନୋରାର୍ଡ, ଦାରଶୋଡୁରା ପରି ଭିନ୍ନ ଧରଣର ସ୍କୁଟର ଛାଡିଥିଲା। ଏହା ଲୋକପ୍ରିୟ ହେବା ପରେ ଏହି Motard 125 ସ୍କୁଟିକୁ ବଜାରକୁ ଛାଡିବାକୁ ଯୋଜନା କରୁଛି। ଏହି ସ୍କୁଟରରେ ନିମ୍ନୋକ୍ତ ସୁବିଧା ରହିଛି।
Displacement | 124 cc |
Maximum Power | 9.46 BHP @ 8500 rpm |
Maximum Torque | 8.2 Nm @ 7500 rpm |
No. of Cylinders | Single Cylinder |
No. of Gears | Automatic Gearbox |
Seat Height | 775 mm |
Kerb/Wet Weight | 122 kg |
Fuel Tank Capacity | 7 litres |