ଆସନ୍ତାବର୍ଷ ଆସିବ ୧୨୫ ଟଙ୍କିଆ କଏନ୍

ନୂଆଦିଲ୍ଲୀ: ଆସନ୍ତାବର୍ଷ ଦେଖିବାକୁ ମିଳିବ ୧୨୫ ଟଙ୍କିଆ କଏନ୍। ସମ୍ବିଧାନ ପ୍ରଣେତା ଭୀମରାଓ ଆମ୍ୱେଦକରଙ୍କ ୧୨୫ତମ ଜୟନ୍ତୀ ଅବସରରେ ମୋଦି ସରକାର ଏହି କଏନ୍ ଜାରି କରିପାରନ୍ତି। ୨୦୧୬ ଏପ୍ରିଲ ୧୪ ତାରିଖରେ ଭୀମରାଓ ଆମ୍ୱେଦକରଙ୍କ ୧୨୫ତମ ଜୟନ୍ତୀ ଧୁମଧାମରେ ପାଳନ କରି ଦଳିତଙ୍କ ମନ ଜିଣିବା ପାଇଁ ମୋଦି ସରକାର ଯୋଜନା କରୁଥିବା ଜଣାପଡ଼ିଛି। ଦଳିତଙ୍କ ଭୋଟ୍ ପାଇବାକୁ ଆଶାରେ ମୋଦି ସରକାର ଏପରି କରୁଥିବା କୁହାଯାଉଛି। ଏହାବ୍ୟତୀତ ଆମ୍ୱେଦକରଙ୍କ ଜୟନ୍ତୀ ଅବସରରେ ମଧ୍ୟ ମୋଦି […]

ambedkar-

ambedkar-

Rakesh Mallick
  • Published: Saturday, 29 August 2015
  • Updated: 29 August 2015, 10:29 AM IST

Sports

Latest News

ନୂଆଦିଲ୍ଲୀ: ଆସନ୍ତାବର୍ଷ ଦେଖିବାକୁ ମିଳିବ ୧୨୫ ଟଙ୍କିଆ କଏନ୍। ସମ୍ବିଧାନ ପ୍ରଣେତା ଭୀମରାଓ ଆମ୍ୱେଦକରଙ୍କ ୧୨୫ତମ ଜୟନ୍ତୀ ଅବସରରେ ମୋଦି ସରକାର ଏହି କଏନ୍ ଜାରି କରିପାରନ୍ତି।

୨୦୧୬ ଏପ୍ରିଲ ୧୪ ତାରିଖରେ ଭୀମରାଓ ଆମ୍ୱେଦକରଙ୍କ ୧୨୫ତମ ଜୟନ୍ତୀ ଧୁମଧାମରେ ପାଳନ କରି ଦଳିତଙ୍କ ମନ ଜିଣିବା ପାଇଁ ମୋଦି ସରକାର ଯୋଜନା କରୁଥିବା ଜଣାପଡ଼ିଛି। ଦଳିତଙ୍କ ଭୋଟ୍ ପାଇବାକୁ ଆଶାରେ ମୋଦି ସରକାର ଏପରି କରୁଥିବା କୁହାଯାଉଛି।

ଏହାବ୍ୟତୀତ ଆମ୍ୱେଦକରଙ୍କ ଜୟନ୍ତୀ ଅବସରରେ ମଧ୍ୟ ମୋଦି ସରକାର ତାଙ୍କ ନାମରେ ଡାକ ଟିକଟ ଆରମ୍ଭ କରିପାରନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story