ଅଗଷ୍ଟରେ ଭାରତୀୟ ବଜାରରେ ପ୍ରବେଶ କରିବ Bajaj Pulsar 150NS

ନୂଆଦିଲ୍ଲୀ: ଭାରତୀୟ ବଜାରରେ ଅଗଷ୍ଟରେ ପ୍ରବେଶ କରିବ Bajaj Pulsar 150NS ବାଇକ୍‌। ଏହାର ରଦର ରହିଛି ୭୩,୦୦୦ଟଙ୍କା। Bajaj Pulsar 150 ‌DTS-iର ସଫଳତା ପରେ ଏହି ବାଇକ୍‌ ଭାରତୀୟ ବଜାରରେ ନୂଆ ଷ୍ଟାଇଲ୍‌ ଓ ନୂଆ ଫିଚର ସହ ବଜାରରେ ପ୍ରବେଶ କରିବ।  ଏହି ବାଇକ୍‌କୁ ପ୍ରବେଶ କରେଇବା ପୂର୍ବରୁ କମ୍ପାନୀ ବିଭିନ୍ନ ସହରରେ ଏହାର ଫ୍ରି ଟେଷ୍ଟ ରାଇଡ୍ କରିଛି। Bajaj Pulsar 150NS Specifications Engine 149.5cc, four-stroke, single-cylinder air […]

Bajaj-Pulsar-150NS-5-1

Rakesh Mallick
  • Published: Thursday, 28 July 2016
  • , Updated: 28 July 2016, 05:01 PM IST

ନୂଆଦିଲ୍ଲୀ: ଭାରତୀୟ ବଜାରରେ ଅଗଷ୍ଟରେ ପ୍ରବେଶ କରିବ Bajaj Pulsar 150NS ବାଇକ୍‌। ଏହାର ରଦର ରହିଛି ୭୩,୦୦୦ଟଙ୍କା।

Bajaj Pulsar 150 ‌DTS-iର ସଫଳତା ପରେ ଏହି ବାଇକ୍‌ ଭାରତୀୟ ବଜାରରେ ନୂଆ ଷ୍ଟାଇଲ୍‌ ଓ ନୂଆ ଫିଚର ସହ ବଜାରରେ ପ୍ରବେଶ କରିବ।  ଏହି ବାଇକ୍‌କୁ ପ୍ରବେଶ କରେଇବା ପୂର୍ବରୁ କମ୍ପାନୀ ବିଭିନ୍ନ ସହରରେ ଏହାର ଫ୍ରି ଟେଷ୍ଟ ରାଇଡ୍ କରିଛି।

Bajaj Pulsar 150NS Specifications

Engine149.5cc, four-stroke, single-cylinder air cooled
Maximum Power17bhp @ 9,000rpm
Maximum Torque13Nm @ 7,50rpm
Top Speed120kmph
Transmission5-speed

Bajaj Pulsar 150 NS Dimensions

Length2105mm
Width800mm
Height1220mm
Wheelbase1363mm
Kerb weight144kgs
Fuel Tank Capacity12-litres

Bajaj Pulsar 150NS Mileage

City45-47kmpl (Estimated)
Highway55kmpl (Estimated)

Related story