ବଜାରକୁ ଆସିଲା ଲାଭାର ‘ଲରିସ୍କ ଏକ୍ସ ୧’ ସେଲଫି

ନୂଆଦିଲ୍ଲୀ: ଭାରତୀୟ ସ୍ମାର୍ଟଫୋନ ମେକର କମ୍ପାନୀ ସେଲଫି ପ୍ରଶଂସକଙ୍କ ପାଇଁ ନୂଆ ‘ଲରିସ୍କ ଏକ୍ସ ୧’ ସେଲଫି ଲଞ୍ଚ କରିଛି। ଏହି ଫୋନରେ ୫ଏମପିର ଫ୍ରଣ୍ଟ୍ କ୍ୟାମେରା ଥିବା ସହ ଫ୍ଲାସ ମଧ୍ୟ ରହିଛି। ଫୋନର ସାମ୍ନାରେ ଫ୍ଲାସ୍ ଥିବାରୁ କମ୍ ଆଲୋକରେ ସେଲଫି ଉଠାଇପାରିବେ।

ଏହି ଫୋନର ମୂଲ୍ୟ ରହିଛି ୬,୭୭୭ ଟଙ୍କା । ଫୋନଟିର ଓଜନ ୧୪୦ ଗ୍ରାମ ରହିଥିବା ବେଳେ ୪.୫ ଇଞ୍ଚ ରହିଛି।