ବଜାରକୁ ଆସିଲା ମାଇକ୍ରୋମ୍ୟାକ୍ସ କାନଭାସ୍ ସ୍ପାର୍କ-୨

ନୂଆଦିଲ୍ଲୀ: ଘରୋଇ ମୋବାଇଲ୍ ନିର୍ମାତା କମ୍ପାନୀ ମାଇକ୍ରୋମ୍ୟାକ୍ସ ମଙ୍ଗଳବାର ଭାରତୀୟ ବଜାରକୁ ଏକ ନୂଆ ସ୍ମାର୍ଟ ଫୋନ୍ ଛାଡିଛି। ଏହାର ନାମ ରଖିଛି କନଭାସ୍ ସ୍ପାର୍କ-୨। ଏହାର ସର୍ବାଧିକ ମୂଲ୍ୟ ୩ହଜାର୯୯୯ ଟଙ୍କା ରଖିଛି। ଏହାର ଡସିପ୍ଲେ 5 ଇଞ୍ଚ୍ ଥିଲା ବେଳେ 1.3GHzର ପ୍ରସେସର ରହିଛି। ଏହାର ଫ୍ରଣ୍ଟ୍ କ୍ୟାମେରା 2 ମେଗା ଫିକ୍ସେଲ ଥିଲା ବେଳେ ରିୟର କ୍ୟାମେରା 5 ମେଗା ଫିକ୍ସେଲ ରହିଛି। ଏହି ଫୋନର ରିଜୋଲ୍ୟୁସନ୍ 480×854 ପିକ୍ସେଲ୍ ରହିଛି। ଏଥିରେ Android […]

micromax

micromax

Rakesh Mallick
  • Published: Tuesday, 22 September 2015
  • Updated: 22 September 2015, 10:34 AM IST

Sports

Latest News

ନୂଆଦିଲ୍ଲୀ: ଘରୋଇ ମୋବାଇଲ୍ ନିର୍ମାତା କମ୍ପାନୀ ମାଇକ୍ରୋମ୍ୟାକ୍ସ ମଙ୍ଗଳବାର ଭାରତୀୟ ବଜାରକୁ ଏକ ନୂଆ ସ୍ମାର୍ଟ ଫୋନ୍ ଛାଡିଛି। ଏହାର ନାମ ରଖିଛି କନଭାସ୍ ସ୍ପାର୍କ-୨। ଏହାର ସର୍ବାଧିକ ମୂଲ୍ୟ ୩ହଜାର୯୯୯ ଟଙ୍କା ରଖିଛି। ଏହାର ଡସିପ୍ଲେ 5 ଇଞ୍ଚ୍ ଥିଲା ବେଳେ 1.3GHzର ପ୍ରସେସର ରହିଛି। ଏହାର ଫ୍ରଣ୍ଟ୍ କ୍ୟାମେରା 2 ମେଗା ଫିକ୍ସେଲ ଥିଲା ବେଳେ ରିୟର କ୍ୟାମେରା 5 ମେଗା ଫିକ୍ସେଲ ରହିଛି। ଏହି ଫୋନର ରିଜୋଲ୍ୟୁସନ୍ 480x854 ପିକ୍ସେଲ୍ ରହିଛି। ଏଥିରେ Android 5.1 ଅପରେଟିଂ ସିଷ୍ଟମ୍ ଥିବାବେଳେ ଫୋନ୍ ମେମୋରୀ 4 ଜିବି ରହିଛି।

ଭାରତରେ ମାଇକ୍ରୋମ୍ୟାକ୍ସର କାନଭାସ୍ ସ୍ପାର୍କର ପ୍ରଥମ ସଂସ୍କରଣ ୫ଶହ ହଜାର ସେଟ୍ ବିକ୍ରି ହେବାପରେ ଏହାର ଦ୍ୱିତୀୟ ସଂସ୍କରଣର ବଜାର ପ୍ରବେଶ କରାଇଛି ମାଇକ୍ରୋମ୍ୟାକ୍ସ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos