ନୂଆଦିଲ୍ଲୀ: ଘରୋଇ ମୋବାଇଲ୍ ନିର୍ମାତା କମ୍ପାନୀ ମାଇକ୍ରୋମ୍ୟାକ୍ସ ମଙ୍ଗଳବାର ଭାରତୀୟ ବଜାରକୁ ଏକ ନୂଆ ସ୍ମାର୍ଟ ଫୋନ୍ ଛାଡିଛି। ଏହାର ନାମ ରଖିଛି କନଭାସ୍ ସ୍ପାର୍କ-୨। ଏହାର ସର୍ବାଧିକ ମୂଲ୍ୟ ୩ହଜାର୯୯୯ ଟଙ୍କା ରଖିଛି। ଏହାର ଡସିପ୍ଲେ 5 ଇଞ୍ଚ୍ ଥିଲା ବେଳେ 1.3GHzର ପ୍ରସେସର ରହିଛି। ଏହାର ଫ୍ରଣ୍ଟ୍ କ୍ୟାମେରା 2 ମେଗା ଫିକ୍ସେଲ ଥିଲା ବେଳେ ରିୟର କ୍ୟାମେରା 5 ମେଗା ଫିକ୍ସେଲ ରହିଛି। ଏହି ଫୋନର ରିଜୋଲ୍ୟୁସନ୍ 480x854 ପିକ୍ସେଲ୍ ରହିଛି। ଏଥିରେ Android 5.1 ଅପରେଟିଂ ସିଷ୍ଟମ୍ ଥିବାବେଳେ ଫୋନ୍ ମେମୋରୀ 4 ଜିବି ରହିଛି।
ଭାରତରେ ମାଇକ୍ରୋମ୍ୟାକ୍ସର କାନଭାସ୍ ସ୍ପାର୍କର ପ୍ରଥମ ସଂସ୍କରଣ ୫ଶହ ହଜାର ସେଟ୍ ବିକ୍ରି ହେବାପରେ ଏହାର ଦ୍ୱିତୀୟ ସଂସ୍କରଣର ବଜାର ପ୍ରବେଶ କରାଇଛି ମାଇକ୍ରୋମ୍ୟାକ୍ସ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Business
୨୦୨୫ରେ ଭାରତର GDP ଅଭିବୃଦ୍ଧି ୪ ବର୍ଷରେ ସର୍ବନିମ୍ନସ୍ତରରେ ପହଞ୍ଚିବ!
ପୂର୍ବ ଆର୍ଥିକ ବର୍ଷ ୨୦୨୩-୨୪ରେ ଭାରତର ଜିଡିପି ୮.୨ ପ୍ରତିଶତ ଥିଲା। ଯାହା ୨୦୨୫ ମାର୍ଚ୍ଚରେ ଶେଷ ହେବାକୁ ଯାଉଥିବା ଆର୍ଥିକ ବର୍ଷରେ ୬.୪ ପ୍ରତିଶତକୁ ଖସିବ ବୋଲି ଆକଳନ କରିଛି ଜାତୀୟ ପରିସଂଖ୍ୟାନ କାର୍ଯ୍ୟାଳୟ।
Business
ସୁନା ଭଳି ରୁପାରେ ମଧ୍ୟ ହଲମାର୍କିଂ!
ଗ୍ରାହକଙ୍କ ସ୍ୱାର୍ଥ ରକ୍ଷା ଲାଗି ବର୍ତ୍ତମାନ କେବଳ ସୁନା ଓ ସେଥିରେ ତିଆରି ଜିନିଷର ହଲମାର୍କିଂ ବାଧ୍ୟତାମୂଳକ କରାଯାଇଛି।
Business
ରାଜ୍ୟ ବଜେଟ୍ ପ୍ରସ୍ତୁତି ପାଇଁ ସମସ୍ତଙ୍କ ମତାମତ ଲୋଡ଼ିଲା ଅର୍ଥ ବିଭାଗ
୨୦୨୫-୨୬ ଆର୍ଥିକ ବର୍ଷ ବଜେଟ୍ ପ୍ରସ୍ତୁତ ପାଇଁ ଅର୍ଥ ବିଭାଗ ଏକ ନିର୍ଦ୍ଦିଷ୍ଟ ଢାଂଚାରେ ଜନସାଧାରଣଙ୍କଠୁ ପରାମର୍ଶ ଆହ୍ୱାନ କରିଛନ୍ତି । ଯାହାକି ବଜେଟ୍ ଓଡ଼ିଶା ୱେବପୋର୍ଟାଲରେ ଉପଲବ୍ଧ ।
Business
ସୁଜୁକି ମୋଟର କର୍ପୋରେସନର ପୂର୍ବତନ ଅଧ୍ୟକ୍ଷ ଓସାମୁ ସୁଜୁକିଙ୍କ ପରଲୋକ
ଓସାମୁ ସୁଜୁକିଙ୍କ ପରଲୋକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଃଖ ପ୍ରକାଶ କରିଛନ୍ତି।
Business
୧୦.୫୦ ଲକ୍ଷ ଯାଏ ଆୟ କରୁଥିଲେ ଦେବାକୁ ପଡ଼ିପାରେ କମ ଟିକସ!
ଆସନ୍ତାବର୍ଷ ଫେବୃଆରୀ ୧ରେ କେନ୍ଦ୍ର ସରକାର ପୂର୍ଣ୍ଣାଙ୍ଗ ବଜେଟ ସଂସଦରେ ଉପସ୍ଥାପନ କରିବେ। ଏହି ସମୟରେ ନୂଆ ଟିକସ ବ୍ୟବସ୍ଥା ଆସିବାର ଯଥେଷ୍ଟ ସମ୍ଭାବନା ରହିଛି।