ବଜାରକୁ ଆସିଲା ମାଇକ୍ରୋମ୍ୟାକ୍ସ କାନଭାସ୍ ସ୍ପାର୍କ-୨

ନୂଆଦିଲ୍ଲୀ: ଘରୋଇ ମୋବାଇଲ୍ ନିର୍ମାତା କମ୍ପାନୀ ମାଇକ୍ରୋମ୍ୟାକ୍ସ ମଙ୍ଗଳବାର ଭାରତୀୟ ବଜାରକୁ ଏକ ନୂଆ ସ୍ମାର୍ଟ ଫୋନ୍ ଛାଡିଛି। ଏହାର ନାମ ରଖିଛି କନଭାସ୍ ସ୍ପାର୍କ-୨। ଏହାର ସର୍ବାଧିକ ମୂଲ୍ୟ ୩ହଜାର୯୯୯ ଟଙ୍କା ରଖିଛି। ଏହାର ଡସିପ୍ଲେ 5 ଇଞ୍ଚ୍ ଥିଲା ବେଳେ 1.3GHzର ପ୍ରସେସର ରହିଛି। ଏହାର ଫ୍ରଣ୍ଟ୍ କ୍ୟାମେରା 2 ମେଗା ଫିକ୍ସେଲ ଥିଲା ବେଳେ ରିୟର କ୍ୟାମେରା 5 ମେଗା ଫିକ୍ସେଲ ରହିଛି। ଏହି ଫୋନର ରିଜୋଲ୍ୟୁସନ୍ 480×854 ପିକ୍ସେଲ୍ ରହିଛି। ଏଥିରେ Android […]

micromax

Rakesh Mallick
  • Published: Tuesday, 22 September 2015
  • , Updated: 22 September 2015, 10:34 AM IST

ନୂଆଦିଲ୍ଲୀ: ଘରୋଇ ମୋବାଇଲ୍ ନିର୍ମାତା କମ୍ପାନୀ ମାଇକ୍ରୋମ୍ୟାକ୍ସ ମଙ୍ଗଳବାର ଭାରତୀୟ ବଜାରକୁ ଏକ ନୂଆ ସ୍ମାର୍ଟ ଫୋନ୍ ଛାଡିଛି। ଏହାର ନାମ ରଖିଛି କନଭାସ୍ ସ୍ପାର୍କ-୨। ଏହାର ସର୍ବାଧିକ ମୂଲ୍ୟ ୩ହଜାର୯୯୯ ଟଙ୍କା ରଖିଛି। ଏହାର ଡସିପ୍ଲେ 5 ଇଞ୍ଚ୍ ଥିଲା ବେଳେ 1.3GHzର ପ୍ରସେସର ରହିଛି। ଏହାର ଫ୍ରଣ୍ଟ୍ କ୍ୟାମେରା 2 ମେଗା ଫିକ୍ସେଲ ଥିଲା ବେଳେ ରିୟର କ୍ୟାମେରା 5 ମେଗା ଫିକ୍ସେଲ ରହିଛି। ଏହି ଫୋନର ରିଜୋଲ୍ୟୁସନ୍ 480x854 ପିକ୍ସେଲ୍ ରହିଛି। ଏଥିରେ Android 5.1 ଅପରେଟିଂ ସିଷ୍ଟମ୍ ଥିବାବେଳେ ଫୋନ୍ ମେମୋରୀ 4 ଜିବି ରହିଛି।

ଭାରତରେ ମାଇକ୍ରୋମ୍ୟାକ୍ସର କାନଭାସ୍ ସ୍ପାର୍କର ପ୍ରଥମ ସଂସ୍କରଣ ୫ଶହ ହଜାର ସେଟ୍ ବିକ୍ରି ହେବାପରେ ଏହାର ଦ୍ୱିତୀୟ ସଂସ୍କରଣର ବଜାର ପ୍ରବେଶ କରାଇଛି ମାଇକ୍ରୋମ୍ୟାକ୍ସ।

Related story