ଓଡ଼ିଶା ଏମ୍‌ଏସ୍‌ଏମ୍‌ଇ ଟ୍ରେଡ୍‌ ଫେୟାର ଆରମ୍ଭ

ଭୁବନେଶ୍ୱର: ଭୁବନେଶ୍ୱର ଇଡ୍‌କୋ ପ୍ରଦର୍ଶନୀ ପଡ଼ିଆରେ ଆଜିଠାରୁ ଆରମ୍ଭ ହୋଇଛି ଓଡ଼ିଶା ଏମ୍‌ଏସ୍‌ଏମ୍‌ଇ ଟ୍ରେଡ୍‌ ଫେୟାର। ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗ ପକ୍ଷରୁ ଆୟୋଜିତ ଏହି ବାଣିଜ୍ୟ ମେଳାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍‌ଘାଟନ କରିଛନ୍ତି। ଆସନ୍ତା ୧୦ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଟ୍ରଡ୍‌ ଫେୟାରରେ ଖାଦ୍ୟ ପ୍ରକ୍ରିୟାକରଣ ଓ ପ୍ୟାକେଜିଂ, ଇଞ୍ଜିନିୟରିଂ, ପ୍ଲାଷ୍ଟିକ୍‌ ଓ କେମିକାଲ, ରପ୍ତାନୀ, ମହିଳା ଉଦ୍ୟୋଗୀ, ବ୍ୟାଙ୍କିଂ ଆଦି କ୍ଷେତ୍ରରୁ ୩୦୦ ଜଣ ଉଦ୍ୟୋଗୀ ଭାଗ ନେଇଛନ୍ତି। […]

bhubaneswar-mnsp

Rakesh Mallick
  • Published: Sunday, 05 March 2017
  • , Updated: 05 March 2017, 07:32 PM IST

ଭୁବନେଶ୍ୱର: ଭୁବନେଶ୍ୱର ଇଡ୍‌କୋ ପ୍ରଦର୍ଶନୀ ପଡ଼ିଆରେ ଆଜିଠାରୁ ଆରମ୍ଭ ହୋଇଛି ଓଡ଼ିଶା ଏମ୍‌ଏସ୍‌ଏମ୍‌ଇ ଟ୍ରେଡ୍‌ ଫେୟାର। ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗ ପକ୍ଷରୁ ଆୟୋଜିତ ଏହି ବାଣିଜ୍ୟ ମେଳାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍‌ଘାଟନ କରିଛନ୍ତି।

ଆସନ୍ତା ୧୦ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଟ୍ରଡ୍‌ ଫେୟାରରେ ଖାଦ୍ୟ ପ୍ରକ୍ରିୟାକରଣ ଓ ପ୍ୟାକେଜିଂ, ଇଞ୍ଜିନିୟରିଂ, ପ୍ଲାଷ୍ଟିକ୍‌ ଓ କେମିକାଲ, ରପ୍ତାନୀ, ମହିଳା ଉଦ୍ୟୋଗୀ, ବ୍ୟାଙ୍କିଂ ଆଦି କ୍ଷେତ୍ରରୁ ୩୦୦ ଜଣ ଉଦ୍ୟୋଗୀ ଭାଗ ନେଇଛନ୍ତି। ଏଥିସହ ଆଇଟିସି, ଇଲେକ୍‌ଟ୍ରୋନିକ୍ସ, ଶକ୍ତି, ବାୟୋ ଟେକ୍ନୋଲୋଜି, ପର୍ଯ୍ୟଟନ, ହସ୍ତଶିଳ୍ପ ଓ ହସ୍ତତନ୍ତ କ୍ଷେତ୍ରରେ ୫୦ରୁ ଅଧିକ ଷ୍ଟାର୍ଟ ଅପ୍‌ ମଧ୍ୟ ଯୋଗ ଦେଇଛନ୍ତି।

Related story