ସ୍ୱତନ୍ତ୍ର ଫିଚର ସହ ପୁଣି ବଜାରକୁ ଆସୁଛି ବ୍ଲ୍ୟୁଟୁଥ୍‌-୫

ନୂଆଦିଲ୍ଲୀ : ସ୍ୱତନ୍ତ୍ର ଫିଚର ଓ ନୂଆ ଭର୍ସନରେ ପୁଣି ଥରେ ଭାରତୀୟ ବଜାରରେ ପ୍ରବେଶ କରିବାକୁ ଯାଉଛି ବ୍ଲ୍ୟୁଟୁଥ-୫। ଏହି ବ୍ଲ୍ୟୁଟୁଥ୍‌ ସାଧାରଣ ଡିଭାଇସ୍‌ ଠାରୁ ୫ ଗୁଣା ଭଲ ପ୍ରଦର୍ଶନ କରିବ। ବ୍ଲ୍ୟୁଟୁଥ୍‌ ସ୍ପେଶାଲ ଇଣ୍ଟ୍ରେଷ୍ଟ ଗ୍ରୁପର ଏକ୍ଜକ୍ୟୁଟିଭ୍‌ ଡାଇରେକ୍ଟର ମାର୍କ ପାୱେଲ୍‌ କହିଛନ୍ତି,“ଆସନ୍ତା ୧୬ ତାରିଖରେ ବ୍ଲ୍ୟୁଟୁଥ୍‌ର ନୂଆ ଭର୍ସନ୍‌ ଓ ଫିଚର ବଜାରକୁ ଆସିବ। ନୂଆ ଭର୍ସନରେ ପୂର୍ବ ଅପେକ୍ଷା ୪ ଗୁଣା ବେଶୀ ସ୍ପିଡ୍‌ରେ ଡାଟା ଟ୍ରାନ୍ସଫୋର ହେବ। ଏହାସହ […]

bluetooth-5-

Rakesh Mallick
  • Published: Saturday, 11 June 2016
  • , Updated: 11 June 2016, 04:51 PM IST

ନୂଆଦିଲ୍ଲୀ : ସ୍ୱତନ୍ତ୍ର ଫିଚର ଓ ନୂଆ ଭର୍ସନରେ ପୁଣି ଥରେ ଭାରତୀୟ ବଜାରରେ ପ୍ରବେଶ କରିବାକୁ ଯାଉଛି ବ୍ଲ୍ୟୁଟୁଥ-୫। ଏହି ବ୍ଲ୍ୟୁଟୁଥ୍‌ ସାଧାରଣ ଡିଭାଇସ୍‌ ଠାରୁ ୫ ଗୁଣା ଭଲ ପ୍ରଦର୍ଶନ କରିବ।

ବ୍ଲ୍ୟୁଟୁଥ୍‌ ସ୍ପେଶାଲ ଇଣ୍ଟ୍ରେଷ୍ଟ ଗ୍ରୁପର ଏକ୍ଜକ୍ୟୁଟିଭ୍‌ ଡାଇରେକ୍ଟର ମାର୍କ ପାୱେଲ୍‌ କହିଛନ୍ତି,“ଆସନ୍ତା ୧୬ ତାରିଖରେ ବ୍ଲ୍ୟୁଟୁଥ୍‌ର ନୂଆ ଭର୍ସନ୍‌ ଓ ଫିଚର ବଜାରକୁ ଆସିବ। ନୂଆ ଭର୍ସନରେ ପୂର୍ବ ଅପେକ୍ଷା ୪ ଗୁଣା ବେଶୀ ସ୍ପିଡ୍‌ରେ ଡାଟା ଟ୍ରାନ୍ସଫୋର ହେବ। ଏହାସହ ଏହାର ରେଞ୍ଜ ମଧ୍ୟ ୨ ଗୁଣ ଅଧିକ ଅଧିକ ରହିବ।”

ବଜାରରେ ଏକ୍ସଜେଣ୍ଡର, ସେୟାରଇଟ୍‌ ଓ ସାଇନ୍‌ଇଟ୍‌ ପରି ଡାଟାଟ୍ରାନ୍ସଫର ସଫ୍ଟଓୟାର ଅଧିକ ଲୋକପ୍ରିୟ ହେଉଥିବାରୁ ବ୍ଲ୍ୟୁଟୁଥ୍‌କୁ ଉନ୍ନତ କରିବାକୁ କମ୍ପାନୀ ଆଗ୍ରହ ପ୍ରକାଶ କରିଛି।

Related story