ବ୍ରହ୍ମପୁରରେ ଖୋଲିଲା ତନିସ୍କ ଶୋ’ ରୁମ୍‌

ବ୍ରହ୍ମପୁର: ବ୍ରହ୍ମପୁର ସହରରେ ତନିସ୍କର ଏକ ନୂତନ ଅଳଙ୍କାର ଶୋ’ରୁମ୍ ବୁଧବାର ଉଦ୍‌ଘାଟିତ ହୋଇଛି।  ଶୋ’ ରୁମ୍‌କୁ ରାଜେଶ୍ୱରୀ ଶ୍ରୀନିବାସମ୍ ଉଦଘାଟନ କରିଥିଲେ। ଆସନ୍ତା ୨୧ ତାରିଖ ଯାଏଁ ପ୍ରତ୍ୟେକ ଅଳଙ୍କାର କ୍ରୟ ଉପରେ ଫ୍ରି ଗୋଲଡ଼ କଏନ୍ ଅଫ୍‌ର ରହିଥିବା ଶୋ’ ରୁମ୍ ମୁଖ୍ୟ ସୂଚନା ଦେଇଛନ୍ତି। ଏହାସହ ଗୋଲଡେ଼ନ୍ ଆରଭେଷ୍ଟ୍ ଓ ସ୍ୱର୍ଣ୍ଣନିଧି ଗୋଲଡ଼ ବୁକିଂ ସ୍କିମ୍‌ର ମଧ୍ୟ ବ୍ୟବସ୍ଥା ରହିଛି ବୋଲି ଶୋ’ ରୁମ୍‌ ମୁଖ୍ୟ ସୂଚନା ଦେଇଛନ୍ତି।

TANISHQ

Rakesh Mallick
  • Published: Wednesday, 17 February 2016
  • , Updated: 17 February 2016, 01:40 PM IST

Related story